ଭଦ୍ରକ:ଭଦ୍ରକ ଜିଲ୍ଲା ଆରଡି ଛକ ନିକଟରେ ଥିବା ମାନବଜ୍ୟୋତି ମେଡ଼ିସିନ ଦୋକାନ ରୁ ଲୁଟ୍ । ଗୁଳି ମାଡ଼ ରୁ ଅଳ୍ପକେ ବର୍ତ୍ତିଲେ ଦୋକାନୀ । ଭୟରେ ଦୋକାନୀ ସହ ଅନ୍ୟ ବ୍ୟବସାୟୀ ପଳାଇଥିଲେ । ଏହାର ସୁଯୋଗ ନେଇ ୬ ଜଣ ଲୁଟେରା ମାନେ ତିନୋଟି ମୋବାଇଲ ସହ ନେଇଗଲେ ଟଙ୍କା । ଘଟଣାସ୍ଥଳରେ ଗ୍ରାମାଞ୍ଚଳ ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
powered by social2s

