ଭୁବନେଶ୍ୱର: ଅନଲାଇନ ଶିଶୁ ଯୌନ ଶୋଷଣ ଓ ଉତ୍ପିଡ଼ନ ଅଭିଯୋଗରେ ଓଡ଼ିଶାର ଦୁଇ ଜଣଙ୍କ ନାଁରେ ଏତଲା ଦେଇଛି ସିବିଆଇ। ଏହି ଦୁଇ ଜଣ ହେଲେ ଯାଜପୁର ର ଅନିଲ ମାଝୀ ଓ ଭଦ୍ରକ ର ମନୋରଞ୍ଜନ ଦାସ । ଢେଙ୍କାନାଳ ରେ ମିଥୁନ ନାୟକ ଙ୍କ ଘରେ ମଧ୍ୟ ଚଢ଼ାଉ ହୋଇଛି। ଓଡ଼ିଶା ସମେତ ୧୪ ଟି ରାଜ୍ୟରେ ସିବିଆଇ ଚଢ଼ାଉ କରିଥିବା ସୂଚନା ମିଳିଛି। ପିଲା ମାନେ ଅଧିକ ସମୟ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି, ଫଳରେ ସେମାନେ ଯୌନ ଉତ୍ପିଡ଼ନ ର ଶିକାର ହୋଇଛନ୍ତି।
powered by social2s

