୩ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଲାମତାପୁଟ: କୋରାପୁଟ ଜିଲ୍ଲାର ଜଳାପୁଟ ଅଞ୍ଚଳରୁ ଏକ ଗାଡ଼ିରୁ ୩ କ୍ଵିଣ୍ଟାଲ ର ଗଞ୍ଜେଇ ଜବତ ହୋଇଥିବାର ସୂଚନା ମିଳିଛି । ଘଟଣାସ୍ଥଳରୁ ଦୁଇ ଜଣ ଗଞ୍ଜେଇ ମାଫିଆ ଗାଡ଼ି ଛାଡ଼ି ଫେରାର ହୋଇଯାଇଛନ୍ତି। କୋରାପୁଟ ରୁ ଛତିଶଗଡ଼ ଚାଲାଣ ହେଉଥିଲା ଗଞ୍ଜେଇ ।

powered by social2s