ବରଗଡ଼: ବରଗଡ଼ ଜିଲ୍ଲା ଭଟଲି ବ୍ଲକ୍ ନୂଆଗଡ ରାସ୍ତାରେ ଏକ ଧାନ ବୋଝେଇ ଟ୍ରକ ଜବତ କରିଛି ଯୋଗାଣ ବିଭାଗ ।ଟ୍ରକରେ ୫୨୦ ବସ୍ତା ରହିଥିବା ଜଣା ପଡ଼ିଛି। ଏହାର ଓଜନ ପ୍ରାୟ ୨୧୭ କ୍ଵିଣ୍ଟାଲ ହେବ । ଚେକିଂ ବେଳେ ସଠିକ୍ କାଗଜ ପତ୍ର ଦେଖାଇ ନ ପାରିବାରୁ ଯୋଗାଣ ବିଭାଗ କର୍ମଚାରୀ ଓ ପୋଲିସ ଗାଡ଼ି ଟିକୁ ଜବତ କରିଛନ୍ତି ।
powered by social2s

