କଟକ: କଟକ ମର୍କତନଗର ଥାନା ପଛପଟେ ଥିବା ଏକ ହୋଟେଲରେ ସେକ୍ସ୍ ରାକେଟ୍ ଠାବ ହୋଇଥିବା ସୂଚନା ମିଳିଛି । ଦୁଇ ଗ୍ରାହକଙ୍କୁ ଅଟକ ରଖିଛି ପୋଲିସ। ଦୁଇ ଜଣ ଯୁବତୀ ଉଦ୍ଧାର ହୋଇଥିବା ଜଣାପଡ଼ିଛି।
powered by social2s