ମାଲକାନଗିରି ଜିଲ୍ଲାରେ ପ୍ରଜାକୋର୍ଟ ନାଁରେ ଯୁବକଙ୍କୁ ହତ୍ୟା

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ମାଲକାନଗିରି: ମାଲକାନଗିରି ଜିଲ୍ଲା ମହୁପଦର ଅଞ୍ଚଳର କେରିମିଟି ଗାଁରେ ପ୍ରଜାକୋର୍ଟ ନାଁରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ପୋଲିସ ଇନ୍ଫର୍ମର ସନ୍ଦେହରେ ହତ୍ୟା କଲା ପରେ ମୃତଦେହ ଜାଳିଦେଲେ ମାଓବାଦୀ। ଗୁରୁବାର ଦଳଦଳି ଗାଁର ଅନନ୍ଦଙ୍କୁ ଘରୁ ଡାକିନରିଥିଲେ ମାଓବାଦୀ। ଶନିବାର ଦିନ ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି।

powered by social2s