ପୁରୀ ଲୋକନାଥ ମନ୍ଦିରରେ ଭକ୍ତଙ୍କ ବେକରୁ ସୁନା ଚେନ୍ ଲୁଟି ଧରା ପଡ଼ିଲେ ମହିଳା

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ପୁରୀ: ପୁରୀ ଲୋକନାଥ ମନ୍ଦିରରେ ଜଣେ ଭକ୍ତଙ୍କ ବେକରୁ ସୁନା ଚେନ୍ ଲୁଟିଲେ ଜଣେ ମହିଳା। ମହାଦେବଙ୍କ ଦର୍ଶନ କରିବା ସମୟରେ ଭକ୍ତଙ୍କ ଚେନ୍ ଲୁଟ କରିବା ସମୟରେ ମହିଳାଙ୍କୁ କାବୁ କଲେ ଶ୍ରଦ୍ଧାଳୁ।

 

powered by social2s