କଂଗ୍ରେସର ମିଶ୍ରଣ ପର୍ବ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଢେଙ୍କାନାଳ: ଢେଙ୍କାନାଳ ସହର ସ୍ଥିତ ଗାନ୍ଧୀ ମନ୍ଦିର ଠାରେ ବିଭିନ୍ନ ଦଳ ତରଫରୁ ଏବଂ ସାଧାରଣ ମହିଳା ବହୁ ମାତ୍ରାରେ ଯୋଗଦାନ କରିଛନ୍ତି ।

 

ଯାହାକି ବର୍ତମାନ ପରିସ୍ଥିତିରେ କଂଗ୍ରେସକୁ ସହଯୋଗୀ ସ୍ଥାବସ୍ତ ହେବ, ଏହି ପରିପ୍ରେକ୍ଷୀରେ ଢେଙ୍କାନାଳ ଜିଲ୍ଲା କଂଗ୍ରେସ କମିଟି ସଭାପତି, ପୂର୍ବତନ ମନ୍ତ୍ରୀ , ପୂର୍ବତନ ଜିଲ୍ଲା ସଭାପତି, ଯୋଗଦାନ କରିଛନ୍ତି, ତା ସହିତ ନୂଆ କରି ଯୋଗଦାନ କରିଥିବା ନାରି ନେତ୍ରୀ ସ୍କିତାରାଣୀ ସାମଲ ଙ୍କୁ ଢେଙ୍କାନାଳ ନଗରପାଳ ପାଇଁ ମନୋନୀତ କରିଛନ୍ତି ।

ଆସାନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ଅଛି ।

 

powered by social2s