ଭୁବନେଶ୍ୱର (୨୫ / ୧୧ / ୨ଠ୨ଠ) : ବୁଧବାର ଦିନ ଓଡିଶା ସରକାର ରାଜ୍ୟ କ୍ରାଇମ୍ ବ୍ରାଞ୍ଚ କୁ ଯଦୁପୂର ର ପାଞ୍ଚ ବର୍ଷୀୟ ଝିଅ ପରି ରେ ହତ୍ୟା ମାମଲା କୁ ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି l
ବିଧାନସଭା ରେ ଗୃହ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି, " ଏଥିରେ ୩୪ ଜଣଙ୍କୁ ପଚାର ଉଚର କରିବା ପରରେ ୪ ଜଣଙ୍କର ଫୋରେନସିକ ଲ୍ୟାବ ରେ Polygraph ପରୀକ୍ଷା କରା ଯିବା ପରେ ୪ ଜଣଙ୍କ ର ଏହି ଘଟଣା ରେ ସମ୍ପୃକ୍ତି ଥିବା ଜଣl ପଡିଛି l
ମଙ୍ଗଳବାର ଦିନ ଝିଅ କୁ ନ୍ୟାୟ ଦବା ପାଇଁ ବାପା ଅଶୋକ ସାହୂ ଓ ମା ସୌଦାମିନୀ ବିଧାନ ସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ l
ପୋଲିସ ଏଥିରେ ସମ୍ପୃକ୍ତ ଥିବା ବାବୁଲି ନାୟକ କୁ ପୋଲିସ ଗିରଫ କରି ନଥିବାରୁ ସେମାନେ ଆରୋପ କରିଛନ୍ତି l
ଜୁଲାଇ ୧୪ ରେ ତାଙ୍କ ଝିଅ ଘର ଆଗରେ ଖେଳୁଥିବା ବେଳେ ହଜିଯାଇଥିଲା l କିଛିଦିନ ପରରେ ତାର ହାଡ଼କଙ୍କାଳ ଏକ ବ୍ୟାଗ ରୁ ତାଙ୍କ ଘର ପଛ ପଟୁ ମିଳିଥିଲା l
ପରିବାର ଲୋକ ବାବୁଲି ତାଙ୍କ ଝିଅ କୁ ଅପହରଣ କରି ହତ୍ୟା କରିଛି ବୋଲି ଆରୋପ ଲଗେଇଛନ୍ତି l

