ମାଲକାନଗିରି (୨୬/୧୧ / ୨ଠ୨ଠ) :ସ୍ୱାଭିମାନ ଅଞ୍ଚଳରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନୟ l ଯେଉଁଥିରେ ହlଡ଼କୋର ମାଓବାଦୀ କିଶୋର ର ମୃତ୍ୟୁ ହୋଇଛି l ଅନ୍ୟ ଜଣେ ମାଓବାଦୀ ଗିରଫ l
ଘଟଣାସ୍ଥଳରୁ AK47 ରାଇଫଲ, ଗୁଳିଗୋଳା ଓ ମାଓସାମାଗ୍ରୀ ଜବତ ହୋଇଛି l
ଓଡିଶା ପଟୁ ଏହା ସ୍ୱାଭିମାନ ଅଞ୍ଚଳର ପ୍ରଥମ ଅପରେସନ l
ପୋଲିସ ଡିଜି ଅଭୟ ଏହି ଅପେରସନ ପାଇଁ ପ୍ରଶଂସା କରିଛନ୍ତି l
powered by social2s

