ଢେଙ୍କାନାଳ: ଢେଙ୍କାନାଳ ସହର ସ୍ଥିତ ଲକ୍ଷ୍ମୀ ବଜାର ଠାରେ ଥିବା ବିକେ ଷ୍ଟୋର ସମ୍ମୁଖରେ ସକାଳ ପ୍ରାୟ ସାଢେ଼ ଦଶଟା ବେଳକୁ ସଦର ବ୍ଳକ ଅନ୍ତର୍ଗତ କଙ୍କଡ଼ାହାଡ଼ ଅଂଚଳର ଜଣେ ଯୁବକ ଏକ ଦୁଇ ଚକିଆ ଗାଡ଼ି ର ଲକ୍ କୁ ଭାଙ୍ଗି ବା ପାଇଁ ଚେଷ୍ଟା କରୁଥିବା ସମୟରେ ସାଧାରଣ ଲୋକ ଙ୍କ ନଜରରେ ପଡ଼ିଥିଲା । ଲୋକେ ଉକ୍ତ ଯୁବକକୁ କାବୁ କରିବା ସହ ଟାଉନ ପୋଲିସକୁ ହସ୍ତାନ୍ତର କରିଛନ୍ତି।
powered by social2s

