କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଜଗନ୍ନାଥପୁରରେ ଏକ ଘରେ ପଶି ଲୂଟ କରିଛନ୍ତି ଦୁର୍ବୁତ୍ତ।ଗତକାଲି ବିଳମ୍ବିତ ରାତିରେ ଉଦୟ ଜେନା ଓ ଜୟନ୍ତୀ ଜେନାଙ୍କ ଘରେ ପଶି ତାଙ୍କୁ ଭୁଜଲିରେ ଆକ୍ରମଣ କରି ଟଙ୍କା ଲୁଟି ନେଇଛନ୍ତି କିଛି ଦୁର୍ବୁତ୍ତ।ଆହତ ଦମ୍ପତିଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ନିଆଯାଇଛି।
powered by social2s

