ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଘମାରି ନିକଟରୁ ଏକ LED ଟିଭି ବୋଝେଇ ଭ୍ୟାନ ଲୁଟ ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଡ୍ରାଇଭରକୁ ଗାଡ଼ିରୁ ଓଲ୍ହାଇ ଭ୍ୟାନ ନେଇପଳାଇଲେ ଦୁର୍ବୁତ୍ତ। ଭୁବନେଶ୍ୱରରୁ ଢେ଼ଙ୍କାନାଳ ଜିଲ୍ଲାର କାମାକ୍ଷାନଗର ନିଆଯାଉଥିଲା ୩୦ ଲକ୍ଷ ଟଙ୍କାର LED ଟିଭି ବୋଝେଇ ଭ୍ୟାନ।
powered by social2s

