ଭୁବନେଶ୍ୱରରେ ଦବଲ୍ ମର୍ଡର

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଶାଳୀ ଓ ସ୍ତ୍ରୀକୁ ଭିଣୋଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଦୁଇ ମହିଳା ଗାୟତ୍ରୀ ସେଠୀ ଓ ସରସ୍ଵତୀ ସେଠୀ ବୋଲି ଜଣାପଡ଼ିଛି। ଟାଙ୍ଗିଆରେ ହାଣି ଦୁଇ ଜଣଙ୍କୁ ହତ୍ୟା କରିଥିବା ପୋଲିସ ପାଖରେ ସ୍ବୀକାର କରିଛି ବିଜୟ କେତନ ସେଠୀ।

powered by social2s