ଦୁଇ କୁଖ୍ୟାତ ନିଶା ମାଫିଆ ଗିରଫ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅଞ୍ଚଳ ର ଦୁଇ ଜଣ କୁଖ୍ୟାତ ନିଶା ମାଫିଆଙ୍କୁ ଗିରଫ କଲା ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ ର ସ୍ବତନ୍ତ୍ର ଟାସ୍କ ଫୋର୍ସ। ଗିରଫ ହୋଇଥିବା ବନମାଳୀ ପ୍ରଧାନ ଓ ଅରୁଣ ପ୍ରଧାନ ଦୁଇ ଭାଇ ଙ୍କ ଠାରୁ ୧୦୭ କେଜି ଗଞ୍ଜେଇ, ୫୧୭ ଗ୍ରାମ ଅଫିମ, ୬୦୭ ଗ୍ରାମ ସୁନା, ୧୯୬ ଗ୍ରାମ ରୂପା, ଗୋଟିଏ ଇନୋଭା କାର୍ ଓ ୨୯ ଟି ଜମିଜମା ସମ୍ପତ୍ତି ଜବତ ହୋଇଥବା ସୂଚନା ମିଳିଛି।

powered by social2s