କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ୩ ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି ପୋଲିସ୍। ଚଢାଉ ବେଳେ ଗାଡିରୁ ମିଳିଲା ବାଲି, ଗୋଡ଼ି ଓ ନଡା। ସୂଚନା ଅନୁଯାୟୀ ଗିରଫ ବ୍ଯକ୍ତି ଜଣେ ଦଲାଲଙ୍କ ଠାରୁ ୭୧ କେଜିର ଗଞ୍ଜେଇ କିଣିଥିଲେ, କିନ୍ତୁ ଗାଡିରୁ ବାହାରିଲା ମାତ୍ର ୧୬ କେଜି। ତେବେ ସେମାନେ ଠକାମିର ଶିକାର ହୋଇଥିବା ସୂଚନା ମିଳିଛି।
powered by social2s

