ବନ୍ଦ ଘରେ ୪ ମୃତଦେହ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବରଗଡ଼: ବରଗଡ଼ ଭେଡେନ ବ୍ଲକ ଜାମଡୋଳ ଗାଁରେ ପଡ଼ିରହିଛି ୪ଟି ମୃତଦେହ। ଦୁଇ ତିନି ଦିନ ପୂର୍ବରୁ ଗୋଟିଏ ପରିବାରର ୪ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

powered by social2s