କଟକରେ ନକଲି ଆକ୍ୱାଗାର୍ଡ ଗୋଦାମ ଠାବ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: କଟକ ଜିଲ୍ଲାରେ ବିଭିନ୍ନ ଅଂଚଳରେ ଚଢାଉ କରି ନକଲି ଆକ୍ୱାଗାର୍ଡ ଗୋଦାମ ଠାବ କରିଛି ପୋଲିସ। ହରିପୁର, ଦୋଳମୁଣ୍ଡାଇ, ବାଦାମବାଡି ଓ ଅରୁଣଦୟ ମାର୍କେଟରେ ଚଢାଉ ହୋଇଥିବା ସୂଚନା। ବିପୁଳ ପରିମାଣରେ ନକଲି ଆକ୍ୱାଗାର୍ଡ ସହ ଫିଲ୍ଟର୍ ଓ ଷ୍ଟିକର ଜବତ ହୋଇଥିବା ଜଣାପଡ଼ିଛି।

powered by social2s