ଭୁବନେଶ୍ୱର: ଖଣ୍ଡଗିରି ମେଳା ପୂର୍ବରୁ ୫ ଜଣ ଡକାୟତଙ୍କୁ ଗିରଫ କରିଛି ପୋଲିସ। ଡକାୟତଙ୍କୁ ଠାରୁ ଦୁଇଟି ବାଇକ୍, ଗୋଟିଏ ଖଣ୍ଡା, ଲୁହା ରଡ଼ ଓ ମୋବାଇଲ ଫୋନ୍ ଜବତ ହୋଇଛି। ଗିରଫ ହୋଇଥିବା ଡକାୟତ ଖଣ୍ଡଗିରି ପାହାଡ଼ ତଳେ ଲୁଟ ପାଇଁ ଯୋଜନା କରୁଥିବା ବେଳେ ତାଙ୍କ ଧରିଛି ପୋଲିସ। ସେମାନଙ୍କ ନାମରେ ଖଣ୍ଡଗିରି, ଭରତପୁର ଓ ଟମାଣ୍ଡୋ ଥାନାରେ ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି।
powered by social2s

