ଆଠଗଡ଼: କଟକ ଜିଲ୍ଲା ବଡ଼ମ୍ବା ରେଞ୍ଜରଙ୍କ ସମେତ ୭ ଜଣ ପୋଲିସ ଦ୍ୱାରା ଅଟକ ଥିବା ସୂଚନା। ରେଞ୍ଜ କାର୍ଯ୍ୟାଳୟକୁ ଉଠାଇ ଆଣିଥିବା ବ୍ୟକ୍ତିଙ୍କ ମୃତ୍ୟୁ ପରେ ଅଟକ ରଖାଯାଇଛି। ମୃତକ ଖୁଂଟକଟା ସାତଗୋଛିଆ ଗାଁର। ହାତୀ ଶିକାର ଓ ଦାନ୍ତ କାଟିନେଇଥିବା ଅଭିଯୋଗରେ ଉଠାଇ ନେଇଥିଲେ ବନ କର୍ମଚାରୀ। ଦୁଇ ଦିନ ଦାନ୍ତ ନଥିବା ହାତୀର ମୃତଦେହ ମିଲିଥିଲା।
powered by social2s

