ଭୁବନେଶ୍ୱର : ଭୁବନେଶ୍ବରରେ ଧରାପଡ଼ିଲେ ଉତ୍ତରପ୍ରଦେଶର ୪ ଜଣ ଅପରାଧୀ। ବାୱରିୟା ଗ୍ୟାଙ୍ଗର ୪ ଅପରାଧୀଙ୍କୁ ଧରିଲା ସ୍ପେଶାଲ ସ୍କ୍ବାଡ୍। ହାଇୱେ ରାହାଜାନୀ, ଘରେ ପଶି ଡକାୟତିରେ ସଂପୃକ୍ତ ଥିଲା ଏହି ଗ୍ୟାଙ୍ଗ| କଟକ, ଭୁବନେଶ୍ବର ଓ ବାଲେଶ୍ବରରେ ଗ୍ୟାଙ୍ଗ ନାଁରେ ୨୮ ମାମଲା ରୁଜୁହୋଇଛି। ଗିରଫ ୪ ଡକାୟତଙ୍କ ଠାରୁ ୨ଟି ବାଇକ, ୧୬ଟି ସୁନା ଚେନ୍ ଜବତ କରାଯାଇଛି |
powered by social2s

