ଭୁବନେଶ୍ୱର : ଭୁବନେଶ୍ୱର ସାଲିଆସାହିରେ ଅବକାରୀ ଓ ଫ୍ଲାଇଂ ସ୍କ୍ୱାଡ୍ର ରେଡ୍ ହୋଇଛି। ବେଆଇନ ଦେଶୀ ମଦ ରଖିବା ଓ ବିକ୍ରି ଅଭିଯୋଗରେ ୧୬ ଜଣଙ୍କୁ ଗିରଫ କରିଛି ପୋଲିସ | ବିପୁଳ ପରିମାଣର ଦେଶୀ ମଦ ଜବତ କରି ନଷ୍ଟ କଲେ ପୋଲିସ କର୍ମଚାରୀ |
powered by social2s