ରାୟଗଡା : ରାୟଗଡ଼ା ଜିଲ୍ଲା ସିରିଗୁଡ଼ା ସ୍ବର୍ଗଧାମ ଛକରୁ ୩ଟି କଲରାପତରିଆ ବାଘ ଛାଲ ଜବତ କରାଯାଇଛି | ବିକ୍ରି ପାଇଁ ଯୋଜନା ଚାଲିଥିଲା ବେଳେ ଚଢ଼ାଉ କରି ଧରିଲା ସ୍ଵତନ୍ତ୍ର ଟାସ୍କ ଫୋର୍ସ ଓ ବନ ବିଭାଗ | ଏହି ଘଟଣାରେ ଟିକିରି ଥାନା ନାକଟିଗୁଡ଼ା ହୁଣ୍ଡିବାରର ଜଣଙ୍କୁ ଗିରଫ କରାଯାଇଛି।
powered by social2s

