ସାଲେପୁର: କଟକ ଜିଲ୍ଲା ନେମାଳ ଥାନା ନଗସପୁର ବାଲିଘାଟରେ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି। ୩ ରୁ ୪ ଜଣ ଦୁର୍ବୁତ୍ତ ଫାଙ୍କା ଗୁଳିଚାଳନା କରିଥିବା ଅଭିଯୋଗ ହୋଇଛି। ଏକ ହିଟାଜି ଗାଡ଼ି ଜାଳିବା ସହ ୩୫ ହଜାର ଟଙ୍କା ଲୁଟିଲେ ଦୁର୍ବୁତ୍ତ। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି। ନେମାଳ ପୋଲିସ ତଦନ୍ତ ଆରମ୍ଭ କରିଛି।
powered by social2s

