ଭୁବନେଶ୍ୱର: ଭୁବନେଶ୍ୱର ଶିଶୁପାଳଗଡ଼ ଲିଙ୍ଗିପୂର ଠାରେ ଖୋଲିଲା ନୂଆ ମେଗା ସୁପର ମାର୍ଟ ସୋରୁମ। ଦୋକାନଟିକୁ ଡ଼ ନାରାୟଣ ମହାପାତ୍ର, ସଭାପତି ଆଦିଶକ୍ତି ଚାରିଟେବୁଲ ଟ୍ରଷ୍ଟ ଉଦଘାଟନ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ମନୋରଞ୍ଜନ ମହାନ୍ତି, ଉମାନାଥ ମିଶ୍ର, ଗୟାଧର ସ୍ୱାଇଁ, ରୀନମନି ବେହେରା, ଶାଶ୍ଵତୀ ମିଶ୍ର, ସୁବାସ ଜଗତି, ଦୀପକ ରାଉତ, ଦେବରାଜ ମହାନ୍ତି, ଶ୍ରୀନିବାସ ରାଓ ମଳୟ ରଞ୍ଜନ ମହାପାତ୍ର, ରଞ୍ଜନ ସାମଲ ମନୋଜ କୁମାର ରାଉଳ, ଦିଲ୍ଲୀପ ପଟନାୟକ ଓ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
powered by social2s

