କରୋନା ଟୀକା ଉପରୁ ହଟିଲା କଷ୍ଟମ ଡ୍ୟୁଟି

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆଦିଲ୍ଲୀ: କରୋନା ଟୀକା ଉପରୁ ହଟିଲା କଷ୍ଟମ ଡ୍ୟୁଟି। ତିନି ମାସ ଯାଏଁ କଷ୍ଟମ ଦ୍ୟୁଟି ହଟେଇବା ପାଇଁ ଆଜି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଅକ୍ସୀଜେନ, ଅକ୍ସୀଜେନ ଉପକରଣ ଉପରୁ ମଧ୍ୟ ହଟିଲା କଷ୍ଟମ ଡ୍ୟୁଟି। ଏ ସବୁର ଉପଲବ୍ଧତା ଓ ଦାମ କମ କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଅକ୍ସୀଜେନ ଅଭାବ ଓ ଯୋଗାଣ ନେଇ ଏକ ସମୀକ୍ଷା ବୈଠକ ପରେ ଜଣାପଡ଼ିଛି।

powered by social2s