ଭାରତରେ ଋଷ୍ ଟିକା ସ୍ପୁଟନିକ-ଭି କୁ ମିଳିଲା ମଞ୍ଜୁରୀ

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ନୂଆଦିଲ୍ଲୀ: ଋଷ୍ ର କରୋନା ଟିକା ସ୍ପୁଟନିକ-ଭିକୁ ଭାରତରେ ମଞ୍ଜୁରୀ ମିଳିଛି। ଜରୁରୀ କାଳୀନ ବ୍ୟବହାର ପାଇଁ ଏହି କରୋନା ଟିକା କୁ ମଞ୍ଜୁରୀ ମିଳିଛି। 

ଭାରତରେ ଏହା ତୃତୀୟ ଟିକା ଭାବରେ ମଞ୍ଜୁରୀ ପାଇଲା। 

ପୂର୍ବରୁ କୋଭ୍ୟାକସିନ୍ ଓ କୋଭିସିଲଡ୍ ନାମକ ଦୁଇଟି କରୋନା ଟିକାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି।

 

powered by social2s