ଭୁବନେଶ୍ୱର: ଘରେ ମାକ୍ସ ପିନ୍ଧିବା ପାଇଁଗୁରୁତ୍ୱ ଦେଇଛନ୍ତି ନୀତି ଆୟୋଗ ସଦସ୍ୟ ଭି.କେ.ପଲ୍। ମାକ୍ସ ପିନ୍ଧିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଘରେ ପରିବାର ସଦସ୍ୟ ଥିଲେ ମଧ୍ୟ ମାକ୍ସ ପିନ୍ଧନ୍ତୁ ଓ ବର୍ତ୍ତମାନ ର କୋଭିଡ ସ୍ଥିତିରେ ଅଜଥାରେ ବାହାରକୁ ଯାଆନ୍ତୁ ନାହିଁ ବୋଲି ଶ୍ରୀ ପଲ୍ ଜନସାଧାରଣ ଙ୍କୁ ନିବେଦନ କରିଛନ୍ତି। ଏହି ସମୟରେ ଅତିଥି ମାନଙ୍କୁ ଘରକୁ ନ ଡାକିବା ପାଇଁ ସେ କହିଛନ୍ତି।
powered by social2s

