୬ ରୁ ୭ ମାସ ଭିତରେ କରୋନା ର ତୃତୀୟ ଲହର ସମ୍ଭାବନା

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
ଭୁବନେଶ୍ୱର: ନଭେମ୍ବର କିମ୍ବା ଡିସେମ୍ବର ସୁଧା ଆସିପାରେ କରୋନାର ତୃତୀୟ ଲହର।ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସରକାରଙ୍କ ମୁଖ୍ୟ ସାଇଣ୍ଟିଫିକ ଉପଦେଷ୍ଟା ପ୍ରଫେସର କେ ବିଜୟ ରାଘବ ।
କରୋନା ଭୂତାଣୁ ବାରମ୍ବାର ରୂପ ବଦଳେଇବାରେ ଲାଗିଛି।କରୋନା ଭାରିଆଣ୍ଟ ଆଣିବ ତୃତୀୟ ଲହର। ତୃତୀୟ ଲହର କେତେ ମାରାତ୍ମକ ହେବ କହି ହେବନାହିଁ । ତୃତୀୟ ଲହର ନେଇ ଏବେ ଠାରୁ କିଛି କଳ୍ପନା କଟିହେବ ନାହିଁ। ଡିସେମ୍ବର ସୁଧା ସତପ୍ରତିଶତ ଟୀକାକରଣ ହେବା ଆବଶ୍ୟକ ବୋଲି କହିଛନ୍ତି ପ୍ରଫେସର ରାଘବ। 
 
ସୁପର ସ୍ପ୍ରେଡର ଚିହ୍ନଟ ଓ ସଂକ୍ରମଣ ରେ ରୋକ ଲଗାଇବା ଉପରେ ସେ ଗୁରୁତ୍ବୁ ଦେଇଛନ୍ତି।
 
 
 
 
 
powered by social2s