ଗଡ଼ିଲା ଭାରତର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆଦିଲ୍ଲୀ : ଗଡ଼ିଲା ଭାରତର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍। ନମୋ ଗ୍ରୀନ୍ ରେଲ୍‌ କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟ୍ରେନ୍ ଟି ୮୯ କିମି ଦୀର୍ଘ ଜିନ୍ଦ-ଗୋହାନା-ସୋନିପତ ରେଳମାର୍ଗରେ ଚାଲିବ। ପ୍ରତ୍ୟହ ୨ ରାଉଣ୍ଡ ଟ୍ରିପ୍ କରି ୩୫୬ କିମି ଦୂରତା ଅତିକ୍ରମ କରିବ। ପ୍ରତି ଟ୍ରିପ୍‌ରେ ୬୮୨ ଯାତ୍ରୀ ଆରାମରେ ଯାତ୍ରା କରିପାରିବେ। ଘଣ୍ଟା ପ୍ରତି ୭୫ କିଲୋମିଟର ବେଗରେ ଚାଲିବ ଟ୍ରେନ୍। ଏହାର ସର୍ବାଧିକ ଗତି କ୍ଷମତା ପ୍ରତି ଘଣ୍ଟା ୧୧୦ କିଲୋମିଟର।

powered by social2s