ନୂଆଦିଲ୍ଲୀ: ଆଗାମୀ ୧୦ ଦିନ ମଧ୍ୟରେ ଭାରତୀୟ ବଜାରରେ ଉପଲବ୍ଧ ହେବ 2DG ଔଷଧ। ଔଷଧ ପ୍ରସ୍ତୁତ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି Defence Research and Development Organisation।ଏହି ଔଷଧ ପାଉଡର ଭଳି,ଯାହାକୁ ପାଣିରେ ଗୋଳାଇ ପିଇ ପାରିବେ ଲୋକେ।ଆଗାମୀ ୭ ରୁ ୧୦ ଦିନ ଭିତରେ ଏହି ଔଷଧ ଯୋଗାଣ କରାଯିବ।2DG ଔଷଧ ୭ ଦିନ ମଧ୍ୟରେ କରୋନା ରୋଗୀଙ୍କୁ ସୁସ୍ଥ କରୁଥିବା ଦାବି କରାଯାଇଛି।
powered by social2s