କୋଭିଡ ଆକ୍ରାନ୍ତ ବ୍ୟକ୍ତି ହସ୍ପିଟାଲରେ ଆଡମିଶନ ପାଇଁ ପଜେଟିଭ ରିପୋର୍ଟ ବାଧ୍ୟତାମୂଳକ ନାହିଁ

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ନୂଆଦିଲ୍ଲୀ: ଆଜି କୋଭିଡ ନୀତିରେ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର। 

କୋଭିଡ ଆକ୍ରାନ୍ତ ବ୍ୟକ୍ତି ହସ୍ପିଟାଲରେ ଆଡମିଶନ ପାଇଁ ପଜିଟିଭ ରିପୋର୍ଟ ବାଧ୍ୟତାମୂଳକ ନାହିଁ। ବରଂ ଆବଶ୍ୟକତା ହିଁ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲରେ ଆଡମିଶନ ପାଇଁ ଉପଯୁକ୍ତ। 

 

ରୋଗୀକୁ ଆବଶ୍ୟକ ଅଛି ତ' ଡାକ୍ତରଖାନାରେ ଭର୍ତ୍ତି କରାଯିବ ବୋଲି କହିଛନ୍ତି କେନ୍ଦ୍ର ସରକାର। କୌଣସି ଲୋକଙ୍କୁ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ନକରିବା ପାଇଁ ଏହି ନୂଆ ନିୟମ କରାଯାଇଛି। 

 

 

ସାମାନ୍ୟ ଲକ୍ଷଣ ଦେଖାଯାଉଥିଲେ ମଧ୍ୟ ଆଡମିଶନର କରାଯାଇପାରିବ। 

ଅନ୍ୟ ସହରର ହୋଇଥିଲେ ମଧ୍ୟ ରୋଗୀଙ୍କୁ ଚିକିତ୍ସା ସୁବିଧା ଦିଆଯିବ।

ନିର୍ଦ୍ଧିଷ୍ଟ ପରିଚୟପତ୍ର ଦେଖାଇ ନପାରିଲେ ମଧ୍ୟ ମିଳିବ ସୁବିଧା।

 

powered by social2s