ବ୍ରିଟେନ ଓ ବ୍ରାଜିଲ ଫେରାନ୍ତଙ୍କ ଠାରୁ ଠାଵ ହୋଇଛି ମାରାତ୍ମକ ଭ୍ୟାରିଆଣ୍ଟ

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବ୍ରିଟେନ ଓ ବ୍ରାଜିଲ ଫେରାନ୍ତଙ୍କ ଠାରୁ ଠାଵ ହୋଇଛି ମାରାତ୍ମକ ଭ୍ୟାରିଆଣ୍ଟ ଭୁବନେଶ୍ୱର: ବ୍ରିଟେନ ଓ ବ୍ରାଜିଲ ଫେରାନ୍ତଙ୍କ ଠାରୁ ଠାବ ହୋଇଛି ମାରାତ୍ମକ ଭ୍ୟାରିଆଣ୍ଟ । ଭ୍ୟାରିଆଣ୍ଟ B.1.11.28.2 ବିଷୟରେ National Institute of Virology (NIA) ପକ୍ଷରୁ ସୂଚନା ମିଳିଛି। ଏହି ନୂଆ ଭ୍ୟାରିଆଣ୍ଟ ଭାରତରେ କରୋନା ସ୍ଥିତି ସଙ୍ଗିନ କରିପାରେ ବୋଲି ବିଶେଷଜ୍ଞ ଅନୁମାନ କରୁଛନ୍ତି। ଏହି ଭ୍ୟାରିଆଣ୍ଟରେ ଆକ୍ରାନ୍ତଙ୍କ ଶରୀର ର ଓଜନ କମି ଥାଏ ଓ ନିଶ୍ୱାସ ପ୍ରଶ୍ୱାସ ନେବାରେ ପ୍ରବଳ କଷ୍ଟ ଅନୁଭବ ହୋଇଥାଏ। ଫୁସଫୁସ ଉପରେ ମଧ୍ୟ ଅତି ମାତ୍ରାରେ ପ୍ରଭାବ ପକାଇଥାଏ ଏହି ଭ୍ୟାରିଆଣ୍ଟ। ତେଣୁ ଭାରତରେ ଟେଷ୍ଟିଙ୍ଗ ଓ ଟୀକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ବିଶେଷଜ୍ଞ ମାନେ ପରାମର୍ଶ ଦେଇଛନ୍ତି।

powered by social2s