ଭାରତରେ ଗୋଟିଏ ଦିନରେ ଟୀକାକରଣର ଐତିହାସିକ ରେକର୍ଡ ସୃଷ୍ଟି

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆଦିଲ୍ଲୀ: ଭାରତରେ ଟୀକାକରଣର ଏକ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ଆଜି ଗୋଟିଏ ଦିନରେ ୨ କୋଟିରୁ ଅଧିକ ଟୀକାକରଣ ହୋଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡାଭିୟା।

ଆଜିର ଟୀକାକରଣ ପୂର୍ବ ଦିନର ସମସ୍ତ ରେକର୍ଡ ଭାଙ୍ଗିଛି।

powered by social2s