PM ପୋଷଣ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରି

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ନୂଆ ଦିଲ୍ଲୀ: PM ପୋଷଣ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରି ମିଳିଛି।

ମଧ୍ୟାହ୍ନ ଭୋଜନ ବଦଳରେ ସ୍କୁଲରେ ଆରମ୍ଭ ହେବ ପୋଷଣ ଅଭିଯାନ।

ଦେଶର ୧୧.୨ ଲକ୍ଷ ସରକାରୀ ସ୍କୁଲରେ ଚାଲିବ ଅଭିଯାନ।

କେନ୍ଦ୍ର-ରାଜ୍ୟର ମିଳିତ ସହଭାଗିତାରେ ଚାଲିବ ପୋଷଣ ଅଭିଯାନ। ଆଗାମୀ ୫ ବର୍ଷରେ ଖର୍ଚ୍ଚ ହେବ ୧.୩୧ ଲକ୍ଷ କୋଟି ଟଙ୍କା ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର।

 

 

powered by social2s