କ୍ୱାଡ ସମ୍ମିଳନୀରେ ମୋଦି

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ୱାଶିଂଟନ: ଆଜି ୱାଇଟ ହାଉସରେ ହେଇଥିବା ବୈଠକରେ ବାଇଡନ ଓ ମୋଦୀଙ୍କ ସମତେ ଜାପାନ ଏବଂ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସାମିଲ ହୋଇଥିଲେ । ଏହି ବୈଠକଟି ୨୦୦୪ମସିହା ପରେ ଆମେରିକା ଭାରତ ଜାପାନ ଏବଂ ଅଷ୍ଟ୍ରେଲିଆର ପ୍ରଥମ ସମ୍ମିଳନୀ । ଏହି ସମ୍ମିଳନୀରେ ମହାକାଶ ଗବେଷଣା ପାଇଁ ଏକ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି । ଏଥିସହିତ କରୋନା, ଜଳବାୟୁ ପରିବର୍ତ୍ତନ ଏବଂ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ସୁରକ୍ଷାକୁ ନେଇ ଚର୍ଚ୍ଚା କରାଯାଇଛି ।

powered by social2s