ବିପର୍ଯ୍ୟୟ ପ୍ରଶମନ ଅର୍ଥ ମଞ୍ଜୁର

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆଦିଲ୍ଲୀ: ଦ୍ୱିତୀୟ ପର୍ଯ୍ୟାୟ State Disaster Response Fund (SDRF) ପ୍ରଦାନ କଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିର କେନ୍ଦ୍ରୀୟ ଅଂଶର ଦୂତୀୟ କିସ୍ତି ମଞ୍ଜୁର ହୋଇଥିବା ଜଣାପଡ଼ିଛି। ଦ୍ୱିତୀୟ କିସ୍ତି ରେ ୭ ହଜାର ୨୭୪ କୋଟି ୪୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ସୂଚନାନୁଯାୟୀ, ୨୩ ଟି ରାଜ୍ୟ ପାଇଁ ଏହି ଅର୍ଥ ମଞ୍ଜୁର କରାଯାଇଛି। ପୂର୍ବରୁ ୫ ଟି ରାଜ୍ୟର ଅଂଶ ସେମାନଙ୍କୁ ମିଳିସାରିଛି।

powered by social2s