ଭାରତକୁ ଆସୁଥିବା ବ୍ରିଟେନ ଯାତ୍ରୀଙ୍କ ପାଇଁ ଲାଗୁ ହେବ କଟକଣା

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭାରତକୁ ଆସୁଥିବା ବ୍ରିଟେନ ନାଗରିକଙ୍କ ପାଇଁ ଲାଗୁ ହେବ କଟକଣା । ଟିକା ନେଇଥିଲେ ବି ୧୦ ଦିନିଆ ଗୃହ ସଙ୍ଗରୋଧ ରହିବା ବାଧ୍ୟତାମୂଳକ ହେବେ। ସୂଚନା ଅନୁଯାୟୀ ଭାରତ ସରକାର ଅକ୍ଟୋବର୍ ୪ ରୁ ଏହି କଟକଣା ଜାରି କରିବେ। ଭାରତକୁ ପହଞ୍ଚିବାର ପ୍ରଥମ ଓ ଅଷ୍ଟମ ଦିନରେ RT-PCR କୋଭିଡ୍ ଟେଷ୍ଟ କରାଯିବ।

powered by social2s