ଜମ୍ମୁ କାଶ୍ମୀରରେ ଏନକାଉଣ୍ଟର

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଜମ୍ମୁ: ଜମ୍ମୁ କଶ୍ମୀରରେ ୨ ଜଣ ଏନକାଉଣ୍ଟର । ଅନନ୍ତନାଗ ଓ ବାନ୍ଦିପୋରାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ଅନନ୍ତନାଗ ରେ ଜଣେ ଆତଙ୍କବାଦୀ ଆହତ ଓ ଜଣେ ସୁରକ୍ଷାକର୍ମୀ ଆହତ ହୋଇଥିବା ସୂଚନା ମିଳିଛି।

powered by social2s