ଭୁବନେଶ୍ୱର:ଦଶମ ଓ ଦ୍ଵାଦଶ ପରୀକ୍ଷା ପାଇଁ CBSE ଗାଇଡଲାଇନ ଜାରି କରିଛି । ସୂଚନା ଅନୁଯାୟୀ ଅଫଲାଇନରେ ୨ ଟି ପର୍ଯ୍ୟାୟରେ ପରୀକ୍ଷା ହେବ ନଭେମ୍ବର- ଡିସେମ୍ବର ରେ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଓ ମାର୍ଚ୍ଚ - ଏପ୍ରିଲରେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ହେବ । ଅକ୍ଟୋବର ୧୮ ତାରିଖରେ ପ୍ରକାଶ ପାଇବ ପରୀକ୍ଷା ଫଳ ।
powered by social2s

