ଟାଟା ସନ୍ସ ହାତକୁ ଗଲା ଏଆର ଇଣ୍ଡିଆ

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆଦିଲ୍ଲୀ: ଟାଟା ସନ୍ସ ହାତକୁ ଗଲା ଏଆର ଇଣ୍ଡିଆ, ସର୍ବାଧିକ ନିଲାମ ଡାକି ମାଲିକାନା ହାସଲ କଲା ଟାଟା ସନ୍ସ। ୧୮ ହଜାର କୋଟି ଟଙ୍କାରେ ଏଆର ଇଣ୍ଡିଆକୁ କିଣିଲା ଟାଟା ସନ୍ସ। ଡ଼ିସେମ୍ବର ଶେଷ ସୁଦ୍ଧା ସମସ୍ତ ଅଧିଗ୍ରହଣ କାର୍ଯ୍ୟ ସରିବାକୁ କରାଯାଇଛି ସମୟ ଧାର୍ଯ୍ୟ କରାଯାଇଛି।

powered by social2s