NEET-ପିଜି କାଉନସେଲିଙ୍ଗ ସ୍ଥଗିତ

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆଦିଲ୍ଲୀ: NEET-ପିଜି କାଉନସେଲିଂ ସ୍ଥଗିତ ରଖିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। OBC ଓ EWS ପାଇଁ ସଂରକ୍ଷଣ ବୈଧତା କୁ ନେଇ ପ୍ରଶ୍ନ କଲେ । ସର୍ବ ଭାରତୀୟ କୋଟା ରେ ସଂରକ୍ଷଣ ନେଇ ସରକାର ନିଷ୍ପତ୍ତି ନେଇଥିଲେ।

powered by social2s