ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିଲା ଦାଦା ସାହେବ୍ ଫାଲକେ ପୁରସ୍କାର

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆଦିଲ୍ଲୀ: ନୂଆଦିଲ୍ଲୀ ରେ ଆୟୋଜିତ ସ୍ଵତନ୍ତ୍ର ଉତ୍ସବରେ ସୁପରଷ୍ଟାର ରଜନୀକାନ୍ତ ଙ୍କୁ ଦାଦା ସାହେବ୍ ଫାଲକେ ଆୱାର୍ଡ଼ ପ୍ରଦାନ କଲେ ଉପରାଷ୍ଟ୍ରପତି ଭେଙ୍କଇଆ ନାଇଡୁ।

ଏଥିସହିତ ଧନୁଷ ଏବଂ ମନୋଜ ବାଜପେୟୀଙ୍କୁ ମିଳିଲା ଶ୍ରେଷ୍ଠ ଅଭିନେତା ପୁରସ୍କାର । କଙ୍ଗନା ରଣାୱାତ୍ ଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ।

powered by social2s