ନୂଆଦିଲ୍ଲୀ: ଫେସ୍ ବୁକ୍ ର ନାଁ ବଦଳି ହେଲା ମେଟା । ଏ ନେଇ ସୂଚନା ଦେଇଛନ୍ତି କମ୍ପାନୀର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ । ପୂର୍ବରୁ ଫେସ୍ ବୁକ୍ ର ନାଁ ପରିବର୍ତ୍ତନ ନେଇ ହେଉଥିଲା ଚର୍ଚ୍ଚା । ସୋସିଆଲ ମିଡିଆ ମେଟାଭର୍ସ ର ନୂତନ ଅର୍ଧ୍ୟାୟ ସୃଷ୍ଟି ହେବ । ଆଗକୁ ଏହି ଆପ୍ ରେ ଅନେକ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଦୀର୍ଘ ୧୭ ବର୍ଷ ଧରି ଫେସ୍ ବୁକ୍ ଗୋଟିଏ ନାଁ ରେ ଜଣାଥିଲା, କିନ୍ତୁ ବର୍ତ୍ତମାନ ଏହାର ନୂଆ ନାମକରଣ କରାଯାଇଛି । ୨୦୦୪ ରେ ପ୍ରତିଷ୍ଠା ହୋଇଥିଲା ଫେସବୁକ୍ ।
powered by social2s

