ଅତୁଲ କରୱାଲ ହେଲେ NDRF ଡିଜି

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
ଭୁବନେଶ୍ୱର: ଅତୁଲ କରୱାଲ ହେଲେ NDRF ଡିଜି  ।
 
୧୯୮୮ ଗୁଜୁରାଟ କ୍ୟାଡ଼ର ଆଇପିଏସ୍ ଅତୁଲ କରୱାଲ ତୁଲାଇବେ ଡିଜି ପଦ । ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୋଲିସ ଏକାଡେମୀ ରେ ଅଛନ୍ତି ନିର୍ଦ୍ଦେଶକ। ୨ ବର୍ଷ ପର୍ଯ୍ୟନ୍ତ ତୁଲାଇବେ ଡିଜି ପଦ ।
powered by social2s