ମୁମ୍ବାଇ: ମହାରାଷ୍ଟ୍ରରେ ଓମିକ୍ରନ ଭୁତାଣୁ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ୩୩ ବର୍ଷର ଜଣେ ଓମିକ୍ରନ ଆକ୍ରାନ୍ତ ଚିନ୍ହଟ ହେବା ପରେ ଦେଶରେ ଓମିକ୍ରୋନ ସଂକ୍ରମିତ ଙ୍କ ସଂଖ୍ୟା ୪ କୁ ବୃଦ୍ଧି ପାଇଛି। ପୂର୍ବରୁ କର୍ଣ୍ଣାଟକରେ ଦୁଇ ଓ ଗୁଜୁରାଟରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
powered by social2s

