ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍ ହୋଇଥିବା ସୂଚନା ମିଳିଛି । ଭାରତରେ ବିଟ୍ କଏନକୁ ସ୍ଵୀକୃତି ମିଳିଥିବା ନେଇ ଟୁଇଟ କରିଥିଲ ହ୍ୟାକର । ସରକାର ବିଟ୍ କଏନ କିଣି ବାଣ୍ଟିବେ ବୋଲି ମଧ୍ୟ ଟୁଇଟର ରେ ଉଲ୍ଲେଖ କରାଯାଇଥିଲା । କିଛି ସମୟ ପରେ ଟୁଇଟର ଆକାଉଣ୍ଟ କୁ ସୁରକ୍ଷିତ କରାଯାଇଥିବା ସୂଚନା ମିଳିଛି।
powered by social2s

