ମାର୍ଚ୍ଚ ୨୦୨୪ ଯାଏଁ ବଳବତ୍ତର ରହିବ ଗ୍ରାମୀଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନା

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ନୂଆ ଦିଲ୍ଲୀ: ମାର୍ଚ୍ଚ ୨୦୨୪ ଯାଏଁ ବଳବତ୍ତର ରହିବ ଗ୍ରାମୀଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ଏ ସମ୍ପର୍କିତ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ରେ ମଞ୍ଜୁରୀ ମିଳିଛି। ଯୋଜନାରେ ଗ୍ରାମାଞ୍ଚଳରେ ୨.୯୫ କୋଟି ପକ୍କାଘର ଯୋଗାଇବା ଲକ୍ଷ ରଖାଯାଇଛି।

 

powered by social2s