ଜାନୁଆରୀ ୩ ରୁ ଭାରତରେ ୧୫ ରୁ ଆରମ୍ଭ ହେବ ୧୮ ବର୍ଷ ବୟସର ପିଲାଙ୍କ ଟୀକାକରଣ

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆଦିଲ୍ଲୀ: ଜାନୁଆରୀ ୩, ୨୦୨୨ ରୁ ଭାରତରେ ୧୫ ରୁ ୧୮ ବର୍ଷ ବୟସ ପିଲାଙ୍କ ପାଇଁ ଟୀକାକରଣ ଆରମ୍ଭ ହେବ ବୋଲି ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେହିପରି ଜାନୁଆରୀ ୧୦ ତାରିଖରୁ ଦେଶରେ ଦିଆଯିବ ପ୍ରତିଷେଧକ ଟୀକା। ସ୍ୱାସ୍ଥ୍ୟ କର୍ମୀ, ସମ୍ମୁଖ ଯୋଦ୍ଧା ଓ ୬୦ ବର୍ଷରୁ ଉର୍ଦ୍ଧ ବୟସ୍କଙ୍କୁ ଦିଆଯିବ ପ୍ରତିଷେଧକ ଟୀକା।

powered by social2s