ଯେଉଁ ସ୍ଥାନରେ କୋଭିଡ ମାମଲା ଅଧିକ ସେଠାରେ କଣ୍ଟେନମେଣ୍ଟ ଲାଗୁ କର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆଦିଲ୍ଲୀ:ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କୋଭିଡ ସମ୍ପର୍କରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ବୈଠକ ପରେ ପ୍ରଧାନମନ୍ତ୍ରୀ କହିଲେ ଯେ ବିଶେଷ କରି ପୂଜା, ପାର୍ବଣ ରେ ଭିଡ଼ ନ ଜମାଇ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ।
ଯେଉଁ ସ୍ଥାନରେ କୋଭିଡ ମାମଲା ଅଧିକ ସେଠାରେ କଣ୍ଟେନମେଣ୍ଟ ଲାଗୁ କରୁବାକୁ ପରାମର୍ଶ ଦେଲେ ମୋଦି।

powered by social2s